ନୂଆପାଟଣା ହସ୍ତତନ୍ତ ର ଗନ୍ତାଘର| ଏଇ ଜାଗା ବିଷୟ ରେ ଯାହା କହିଲେ ବି କମ | ଏଠି ୮୦୫ ଲୋକ ମାନେ ହାଣ୍ଡଲୂମ ଉପରେ ନିର୍ଭର| ପ୍ରତି ଟି ଘରେ ଆପଣ ତନ୍ତ ଟିଏ ଦେଖିବାକୁ ପାଇବେ|
ଏହି ଗ୍ରାମଟି ଭୁବନେଶ୍ୱର ଠାରୁ ୭୦ କିଲୋମିଟର ଦୂର ରେ ଅବସ୍ତିତ|
ଯଦି ଆପଣ ଉଡ଼ାଜାହାଜ ରେ ଆସିବେ, ଭୁବନେଶ୍ୱର ହଉଚି ସବୁଠୁ ପାଖ ଏୟାରପୋର୍ଟ | ସେଠୁ କାର ଭଡା କରି ଆସି ପାରିବେ |
ନୂଆପାଟଣା ସବୁଠୁ ବେଶୀ ବାହାରେ ପ୍ରସିଦ୍ଧ ତାହାର କଟନ ଶାଢ଼ୀ ଏବଂ ଡ୍ରେସସ କପଡା ପାଇଁ|
ଆସନ୍ତୁ ଆଉ ଆମ ହସ୍ତତନ୍ତ୍ର କଳା କୁ ସାଇତି ରଖିବାରେ ସାହାଯ୍ୟ କରନ୍ତୁ.
ଧନ୍ୟବାଦ |